ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ନୂଆପଡ଼ା,୨୪/୧: ସ୍ଥାନୀୟ ଆମସେନା ପଂଚାୟତ, କନ୍ୟା ଗୁରୁକୁଳ ଆଶ୍ରମରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ସଭାରେ ଜିଲ୍ଲାପାଳ ଡା ପୋମା ଟୁଡୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ। ୨୦୧୮ ସିକେଡି ମାର୍ଶଲ ଆର୍ଟରେ ନ୍ୟାସନାଲ ବ୍ରୋଞ୍ଜ ପଦକ ପାଇଥିବା ଦୁକ୍ମଣୀ ରାଉତ ଓ ଏହି ଖେଳରେ ଅଂଶଗ୍ରହଣ କରିଥିବା ତପସ୍ୱିନୀ ମାଝୀ ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟ ମାଗୁରପାଣିଙ୍କୁ ପୁରସ୍କୃତ କରାଯାଇଥିଲା। କନ୍ୟା ଗୁରୁକୁଳ ଆଶ୍ରମ ଆମସେନାର ସମସ୍ତ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ନୂଆପଡା ଆୟୋଜନ କରିଥିଲା।

Omkar Vasthu
Omkar Vasthu

ନୂଆପଡ଼ାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ୍ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Subscribe us on Youtube👇

http://tiny.cc/odiabarta

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.