ଆଜି ହଗ୍‌ ଡେ, ଜାଣନ୍ତୁ ଆଲିଙ୍ଗନର ମହତ୍ତ୍ୱ

ଆଜି ଭାଲେନଣ୍ଟାଇନ୍ ୱିକର ଷଷ୍ଠ ଦିନ : ହଗ୍ ଡେ’। ଆଜିର ଦିନରେ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜ ମଧ୍ୟରେ ପ୍ରେମ ବଢାଇଥାନ୍ତି। ତେବେ ଆସନ୍ତୁ ଜାଣିବା ହଗ ବା ଆଲିଙ୍ଗନର କି ମହତ୍ତ୍ୱ ରହିଛି ଆମ ଜୀବନରେ।

  • ଆଲିଙ୍ଗନ କରିବା ଦ୍ୱାରା ପରସ୍ପର ପ୍ରତି ବିଶ୍ୱାସ ବଢ଼ିବା ସହ ସମ୍ପର୍କ ମଜବୁତ ହୋଇଥାଏ।
  • ଆଲିଙ୍ଗନ କରିବା ଦ୍ୱାରା ଆତ୍ମସମ୍ମାନ ବଢ଼ିବା ସହ ମାନସିକ ଅବସ୍ଥା ଠିକ୍‌ ରହିଥାଏ।
  • ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲିଙ୍ଗନ କରି ରହିଲେ, ଶରୀରରେ ସେରୋଟୋନିନ୍‌ ହରମୋନ୍‌ ସ୍ତର ବଢ଼ିଥାଏ। ଯାହା ଖରାପ ମୁଡ଼୍‍କୁ ଭଲ କରିଥାଏ।
  • ଯଦି ଆପଣ ଏକା ବା କୌଣସି କଥାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଯାଇ କାହାକୁ ଆଲିଙ୍ଗନ କରନ୍ତୁ। ଏହା ଦ୍ୱାରା ଅକ୍ସିଟୋସିନ୍‌ର ସ୍ତର ଶୀଘ୍ର ଶରୀରରେ ବଢ଼ିବା ସହ ଏହା ରାଗ, ଏକ୍ଲାପଣକୁ ଦୂର କରିଦେବ।
  • ଆଲିଙ୍ଗନ କରିବା ଦ୍ୱାରା ମାଂସପେଶୀକୁ ଆରାମ ମିଳିଥାଏ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.