କଟକ ସଦର, (ଶ୍ରୀକାନ୍ତ ବେଉରା): ବିଶିଷ୍ଟ ସମାଜସେବୀ ତଥା ରକ୍ତଦାନ ଶିବିର ଆୟୋଜକ ଇଂ. ବସନ୍ତ କୁମାର ରାଉତଙ୍କ ଉଲ୍ଲେଖନୀୟ କୃତିତ୍ୱ ନେଇ ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ତଥା ସାହିତ୍ୟ ସଭାରେ ସଭାପତି ଇଂ. ଅଶୋକ କୁମାର ବିଶ୍ବାଳ, ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି, କବୟତ୍ରୀ ସରୋଜ ନଳିନୀ ପରିଜା, ବରିଷ୍ଟ ସଭ୍ୟ ବିନୋଦ ବେହେରା, ପ୍ରଭାତ କୁମାର ଖଟୁଆ, କାର୍ତ୍ତିକ ଚନ୍ଦ୍ର ଦାସ, ହରିବନ୍ଧୁ ଆଚାର୍ଯ୍ୟ, କବି ବୁଲେଇ ବେହେରା, ନଟବର ବେହେରା, ମାଧବ ଚନ୍ଦ୍ର ପରିଡା, ଉପେନ୍ଦ୍ର ବାରିକ, ଶୁଭେନ୍ଦୁ ଦାସ ମହାପାତ୍ର, ଶ୍ରାବନ୍ତିକା ମହାନ୍ତି, ସରସ୍ୱତୀ କଳା ପରିଷଦ କନ୍ଦରପୁର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ପ୍ରତିଷ୍ଠାନର ମିଡ଼ିଆ ସେଲ୍ ସଂଯୋଜକ ଇଂ. ସେବକ ଶ୍ରୀକାନ୍ତ, ଅଧ୍ୟାପକ ପ୍ରଫୁଲ୍ଲ ଦାସ, ସାମ୍ବାଦିକ ବିଭୁ ପ୍ରସାଦ ସ୍ବାଇଁ ପ୍ରମୁଖ ଉପସ୍ଥିତଥିଲେ।