ମୋ ଲେଖା ମୋ ଦୁନିଆ ଅନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ଅନୁକୂଲ୍ୟରେ ଏକ ସ୍ୱତନ୍ତ୍ର ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି। ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବେ ଅଭିନେତା ଶ୍ରୀଯୁକ୍ତ ଗୌର ଦାସ ଉପସ୍ଥିତ ଥିଲେ। ତା ସହିତ ଅନୁଷ୍ଠାନର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ପଥପ୍ରଦର୍ଶକ ଡ଼. ଭବାନୀ ଶଙ୍କର ନିଆଲ, ମୁଖ୍ୟ ଉପଦେଷ୍ଟା ଭାରତୀ ରଥ, ସମ୍ପାଦକ ଦୁର୍ଗାଶଙ୍କର ଦେ, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ, ନରତ୍ତମ ପାତ୍ର, ମନ୍ମଥ ସ୍ୱାଇଁ,କମଳିନୀ ଚଣ୍ଡୀ ପ୍ରମୁଖ ସାମିଲ ରହି ସହଯୋଗ କରିଥିଲେ। ଏଥିରେ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ, ଭୁବନେଶ୍ୱରରୁ – ରିତା ଅପରାଜିତା ମହାନ୍ତି, କଳାହାଣ୍ଡିରୁ -ପ୍ରିୟଦର୍ଶିନୀ ମିଶ୍ର, ସୁଶାନ୍ତ ରଣା, ରୋହିତ ପଟ୍ଟନାୟକ,ଯୁଧିଷ୍ଠିର ମୁଦୁଲି, ଗୌର ଚନ୍ଦ୍ର ବେହେରା, କ୍ଷିତୀସ ଚନ୍ଦ୍ର ମାଝୀ, ପ୍ରହଲ୍ଲାଦ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ସାହୁ, ଅଗ୍ନି କୁମାର ସାହୁ, ଶିବରାମ ସାହୁ, ଚୈତନ୍ୟ ବାଗ ନୟାଗଡରୁ – ସନାତନ ମହାକୁଡ଼,ସବିତା ଶୁକ୍ଲା, ନିହାରିକା ପଣ୍ଡା, ସୁରେଶ କୁମାର ପରିଡା, ଅଶୋକ କୁମାର ନାୟକ ଗଞ୍ଜାମରୁ -ଅଜିତ କୁମାର ତ୍ରିପାଠୀ, ରାମ ଚନ୍ଦ୍ର ପ୍ରଧାନ, ମମତା ରାଣୀ ଶତପଥୀ,ପପୁ ପରିଡା, ସୁଚିତ୍ରା କୁମାରୀ ପୋଲେଇ, ବୁଲୁ ବିଷୋୟୀ, ମନୋଜ କୁମାର ପଟ୍ଟନାୟକ, ପ୍ରମିଳା ପାଣି, ଅମୁଲ୍ୟ କୁମାର ଦାଶ ପୁରୀରୁ -ରାକେଶ କୁମାର ଦାଶ, ଚିତ୍ତରଞ୍ଜନ ପୁଷ୍ଟି, ରେଖା ଭୋଇ ବରଗଡ଼ରୁ -ପ୍ରକାଶ ଚନ୍ଦ୍ର ବରିହା, ବେଦବ୍ୟାସ ମେହେର, ଅବନୀକାନ୍ତ ସାହୁ, ଚନ୍ଦନ ସୋନି, ଜିତେଦ୍ରୀୟ ସାହୁ ବଲାଙ୍ଗୀରରୁ -କୌସ୍ତୁଭ ଜାଲ୍, ବିଜୟ କୁମାର ତାଣ୍ଡି,ସ୍ଵାଗତିକା ମିଶ୍ର ବାଲେଶ୍ୱରରୁ – ସୁଜାତା ଦାସ ଭଦ୍ରକରୁ -ପ୍ରଶାନ୍ତ କୁମାର ସେଠି, ଢେଙ୍କାନାଳରୁ – ଦୟାନିଧି ସାହୁ, ପ୍ରିୟବ୍ରତ ପରିଡା, ଅରୁନ୍ଧତୀ ଲେଙ୍କା କେନ୍ଦ୍ରାପଡ଼ାରୁ – ଗୋବିନ୍ଦ ବେହେରା, ସୁରେନ୍ଦ୍ର ଜେନା, ପ୍ରଶାନ୍ତ କୁମାର ନାଥ କେନ୍ଦୁଝରରୁ – ଜିତେନ୍ଦ୍ର କୁମାର ପାତ୍ର, ସଞ୍ଜୟ କୁମାର ସାହୁ, ରତିନାରାୟଣ ରାଉତ ଦେବଗଡ଼ରୁ – ରାକେଶ ନାଏକ ମୟୁରଭଞ୍ଜରୁ – ସଂଜୀବ କୁମାର ପାଣିଗ୍ରାହୀ ନବରଙ୍ଗପୁରରୁ – ସନ୍ତୋଷ କୁମାର ସାହୁ ଜଗତସିଂହପୁରରୁ – ରଂଜିତା ସାହୁ, ପ୍ରଜ୍ଞାଲୀନ ସାହୁ, ସମ୍ବିତ ଦାଶ ମାଲକାନଗିରିରୁ – ପ୍ରିୟମ୍ବଦା ରାଉତ, ଭାବଗ୍ରାହୀ ତ୍ରିପାଠୀ, ମୁମ୍ବାଇରୁ – ଲୋପାମୁଦ୍ରା ପାଲ କଟକରୁ – ରାଜଲକ୍ଷ୍ମୀ ବାରିକ, ରାଜକିଶୋର ମୁଣ୍ଡି,ବିଜୟ କୁମାର ସ୍ୱାଇଁ କନ୍ଧମାଳରୁ -ସମୀର କହଁର ଯାଜପୁରରୁ – ଅନୁସୂୟା ମଲ୍କିକ, ଜଗଦୀଶ ଶତପଥୀ, ପୂର୍ଣ୍ଣଚନ୍ଦ୍ର ରଣା, ମୁକ୍ତିରାଣୀ ଦେବତା, ଭଦ୍ରକ ରୁ କୈଳାଶ ବେହେରା ପ୍ରମୁଖ ନିଜର ସ୍ୱରଚିତ ସୃଷ୍ଟି ସମ୍ଭାରର ନୈବେଦ୍ୟ ଦେଇ ଉକ୍ତ ଆସରକୁ ଭକ୍ତିମୟ କବିତା ଜରିଆରେ ମାତା କାଳୀଙ୍କ ପଦାରବିନ୍ଦରେ ଅର୍ପଣ କରିଥିଲେ। ଶେଷରେ ସହ ସମ୍ପାଦକ ଦୁର୍ଗାଶଙ୍କର ଦେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.