ମହିଳା ବିଶ୍ବ କପ : ପାକିସ୍ତାନକୁ ହରାଇଲା ଭାରତ

ଓଡିଆବାର୍ତ୍ତା/ ନୂଆଦିଲ୍ଲୀ: ନିଉଜଲ୍ୟାଣ୍ଡରେ ଚାଲିଥିବା ମହିଳା ବିଶ୍ବ କପ ର ଏକ ମ୍ଯାଚରେ ଭାରତ ମହିଳା କ୍ରିକେଟ ଦଳ ପାକିସ୍ତାନକୁ ୧୦୭ ରନ ରେ ପରାସ୍ତ କରିଛନ୍ତି । ଟସ୍ ଜିଣି ଭାରତୀୟ ମହିଳା ଦଳ ୭ ଉଇକେଟ ବିନିମୟ ରେ ୨୪୪ ରନ୍ ୫୦ ଓଭରେ ସଂଗ୍ରହ କରିଥିଲା ।ଏହା ର ଜବାବରେ ପାକିସ୍ତାନ ଦଳ ବ୍ୟାଟିଂ ବିପର୍ଯ୍ଯୟ ସାମ୍ନା ହୋଇ ମାତ୍ର ୧୩୭ ରନ୍ ସଂଗ୍ରହ କରି ଅଲ୍ ଆଉଟ ହୋଇ ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.