ସଞ୍ଜୁକ୍ତା ବେହେରା ବିଜେଡିର ଭବାନୀପାଟଣା ପୈାରାଧ୍ୟକ୍ଷ ପ୍ରାର୍ଥୀନୀ, ୨୦ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜେଡି ପକ୍ଷରୁ ଭବାନୀପାଟଣା ପୈାର ପରିଷଦ ପୈାରାଧ୍ୟକ୍ଷ ଓ ୨୦ଗାେଟି କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଭବାନୀପାଟଣା ପୈାରାଧ୍ଯକ୍ଷ ପ୍ରାର୍ଥୀନୀ ଭାବେ ମିଶନ ଶକ୍ତି ସଦସ୍ୟା ସଞ୍ଜୁକ୍ତା ବେହେରାଙ୍କ ନାମ ଘୋଷଣା କରାଯାଇଛି । ସେହିପରି ୧ ନମ୍ବର ୱାର୍ଡରୁ ପିଙ୍କି ରାଉତ, ୨ରୁ ଉତ୍ପଳ ଦାସ, ୩ରୁ ପ୍ରାଣନାଥ ନାଏକ, ୪ରୁ ମାଧୁରୀବନ୍ତ ନାଏକ, ୫ରୁ ବିଳାସିନୀ ରାଉତ, ୬ରୁ ଭୁବନେ ବାଗ, ୭ରୁ ଶିବ ସାହୁ, ୮ରୁ ଜୟଶ୍ରୀ ଅଗ୍ରୱାଲ, ୯ରୁ ବିଷ୍ଣୁ ପ୍ରଧାନ, ୧୦ରୁ ଗିରିଜା ଗହିର, ୧୧ରୁ ମଞ୍ଜୁଶ୍ରୀ ନାଏକ, ୧୨ରୁ ପ୍ରଭାତି ମହାରଣା, ୧୩ରୁ ହାରାମଣି ଗଣ୍ଡ, ୧୪ରୁ ରଞ୍ଜୁକ୍ତା ପ୍ରଧାନ, ୧୫ରୁ ସବିତା ପ୍ରଧାନ, ୧୬ରୁ ମହେନ୍ଦ୍ର ରାଉତ, ୧୭ରୁ ଖିରସିନ୍ଧୁ ନାଏକ ,୧୮ରୁ ତ୍ରିଲୋକ୍ୟ ଜ୍ୟୋତି ବାଗ, ୧୯ରୁ ପ୍ରଶାନ୍ତ କୁମାର ଠାକୁର ଓ ୨୦ ନଂ ଓ୍ବାର୍ଡରୁ ପ୍ରମିତ କୁମାର ସିଂଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ । ସୋମବାର ସମସ୍ତ ଘୋଷିତ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ‌।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.