ବେଙ୍ଗାଲୁରୁରେ ଆନ୍ତର୍ଜାତୀୟ ଯୋଗ ଦିବସ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: ବେଙ୍ଗାଲୁରୁ ସ୍ଥିତ ଭିଆରଆର ହୋଲିଷ୍ଟିକ ଉଇଲନେସ ସେଣ୍ଟର ଏବଂ ଭିଆରଆର ସ୍ପୋର୍ଟସ କ୍ଲବ ତରଫରୁ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ସମ୍ପୃକ୍ତ ସଂସ୍ଥାର ସଦସ୍ୟମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ। ସଂସ୍ଥାର ଉପଦେଷ୍ଟା ବିଜୟ ରାଘବ ରେଡ୍ଡି ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ। ତାଙ୍କରି ମତରେ “ସ୍ଵାସ୍ଥ୍ୟ ରହିବା ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ଯକ। ଯୋଗ ଗୁରୁ ସତ୍ୟଙ୍କ ଉପଦେଷ୍ଟାରେ ଦୁଇ ଘଣ୍ଟା ଯୋଗ କରାଯାଇଥିଲା। ପରିଶେଷରେ ବିଜୟ ରାଘବ ରେଡ୍ଡି ଧନ୍ଯବାଦ ଅର୍ପଣ କରିବା ସହିତ ସମସ୍ତଙ୍କୁ ଆରୋଗ୍ୟ ରହିବା ପାଇଁ ପରାମର୍ଶ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.