ମ.ରାମପୁର ଉର୍ଲାଦାନୀ ସହୀଦ ରେଣ୍ଡୋମାଝିଙ୍କ ପିଠରୁ ମଶାଲ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଉତ୍ସବ ୨୦୨୩ ପାଇଁ ଭବାନିପାଟଣା ଅଭିମୁଖେ ଉର୍ଲାଦାନୀ ସହୀଦ ରେଣ୍ଡୋମାଝିଙ୍କ ପିଠରୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉର୍ଲାଦାନୀ ସରପଞ୍ଚ ଶ୍ରୀମତି ସୁପ୍ରିୟା ମାଝୀ, ସମ୍ମାନିତ ଅତିଥି ଭାବେ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉର୍ଲାଦାନୀ ଫାର୍ମାସିଷ୍ଟ ଶ୍ରୀ ହେମରାଜ କୁମାର ସାହୁ, ଏମ୍ବିକେ ଶ୍ରୀମତି ରଶ୍ମିତା ପତ୍ର, ବ୍ୟାଙ୍କ ମିତ୍ର ଶ୍ରୀମତୀ ସୁଜତା ପତ୍ର, ସିଆରପିଏଫ କେମ୍ଫର ଶ୍ରୀ ଅନୁକୂଳ ମହାନ୍ତ, ଶ୍ରୀ ବିକାଶ ଚନ୍ଦ୍ର ବରାଳ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଉକ୍ତ ମଶାଲ ଯାତ୍ରାକୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନେତୃତ୍ୱରେ କରୁଥିବା ବେଲେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ,ଅମର ସିଂ ଭୋଇ, ସୁଶୀଲ ପଧାନ, କଳାରୁଦ୍ର ଯୁବକ ସଂଘ ହଜାରୀପଡା କୁସୁର୍ଲାର ସଭ୍ୟ ତୁଷ୍ମନ୍ତ ସାହୁ, ଜଗବଳିଆ ଯୁବକ ସଂଘ ସଭ୍ୟ ନରେନ୍ଦ୍ର ପତ୍ର, ଜିତେନ୍ଦ୍ର ପୁଟ ଗୋପବନ୍ଧୁ ଯୁବକ ସଂଘ ଉର୍ଲାଦାନୀ ସଭାପତି ଚନ୍ଦନ ଜେନା, ଅନୀଲ କୁମାର ପରାସେଠ ଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.