ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଜଗତସଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ଉତ୍ତର ଶାସନ ପଞ୍ଚାୟତ ବରଡା ଗ୍ରାମର ସ୍ବର୍ଗତ ଭିକାରୀ ଚରଣ ଦାଶଙ୍କ ଧର୍ମପତ୍ନୀ କନକଲତା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକର୍ମରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାହିତ୍ୟକ ଗୁରୁ ଉତ୍ତମ କୁମାର ଦାଶ, ତାଙ୍କ ଦୁଇ ପୁତ୍ର ପ୍ରକାଶ ଦାଶ ଓ ପ୍ରସାଦ ଦାଶ, ଦୁଇ ବୋହୂ ସୁମିତ୍ରା ଓ ସୁଜାତା, ଚାରି ଜ୍ୱୋଇଁ ପ୍ରମୋଦ କର, ସବ୍ୟସାଚୀ ଓତା, ନିର୍ମଳ ମିଶ୍ର ଓ ନାରାୟଣ କର, ୪ ଝିଅ କବିତା ରଞ୍ଜିତା, ମାମିତା ଓ ବବିତା, ନାତି ନାତୁଣୀ, ନାତୁଣୀ ଜ୍ବାଇଁ ସୁନିଲ ମିଶ୍ର ଓ ଉମାକାନ୍ତ ରଥ, ଅଜୟ ଦାଶ, ପତିତପାବନ ଦାଶ, ପ୍ରଫୁଲ୍ଲ ଦାସ, ଶୁଭେନ୍ଦୁ କର, ସୁକାନ୍ତ ବେଉରା, କବି ପୀତାମ୍ବର ମହାପାତ୍ର, ବାବନ ଦାଶ, ଅଜୟ କୁମାର ପଣ୍ଡା, ପ୍ରବୋଧ ବାଘି, ଦୋଳଗୋବିନ୍ଦ ଦାଶ, ବୁଦ୍ଧିଜୀବୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।