ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ଚାରା ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ଈଶାଣୀବ୍ରହ୍ମପୁର ଠାରେ  ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ଗାଁ ଲୋକଙ୍କୁ ଚାରା ବଣ୍ଟନ କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା; ପ୍ରଦ୍ୟୁମ୍ନ ଜେନା, ଟୁଲୁ ମହାପାତ୍ର, ମାନସୀ ଓଝା, ପ୍ରିୟଙ୍କା ମହାପାତ୍ର, ରାଜେଶ ମହାରଣା, ଶୁଭଙ୍କର ସେଠୀ, ସୁମନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ କହିଥିଲେ ଯେ, ‘ବୃକ୍ଷ ଆମର ମା। ଆମେ ତାହାର ଯତ୍ନ ନେଲେ ସେ ଆମର ଯତ୍ନ ନେବ। ବୃକ୍ଷ ବଞ୍ଚିଲେ ଆମ ପରିବେଶ ସୁନ୍ଦର ଶ୍ୟାମଳ ହେବ।’

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.