Coronavirus : ବଲାଙ୍ଗିର ପୌର ପାଳିକାର ଅଭିନବ କାର୍ଯ୍ୟ

ବଲାଙ୍ଗିର,୨୭/୩ : ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଚି କରିଛି ମହାମାରୀ କରୋନା ଭୁତାଣୁ । ସାରା ଭାରତ ଲକଡାଉନ ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବଲାଙ୍ଗିର ପ୍ରଶାସନ ତରଫରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୌରପାଳିକା ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏକ ଅଭିନବ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ନଜରକୁ ଆସିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମତଃ ସହରରେ ମସାର ପ୍ରାଦୁର୍ଭାବ ବହୁ ପରିମାଣରେ ଥିବାରୁ ଯଥା ସମ୍ଭବ ସହରର ଗଳି କନ୍ଦି ମାନଙ୍କୁ ଯାଇ ମଶା ମାରିବା ଧୂଆଁ, ଗାଡି ମାଧ୍ୟମରେ ବୁଲିଥିଲା । ଆଉ ଏକ ଅଭିନଵ ପ୍ରୟାସ ହେଲା ସହରର ଅନେକ ଜନ ଗହଳି ସ୍ଥାନ ମାନଙ୍କରେ ଅଗ୍ନି ନିର୍ବାପକ ଯାନ ମାଧ୍ୟମରେ “ବ୍ଲିଚିଂ ପାଉଡ଼ର” ମିଶା ପାଣି ନଳୀ ସାହଯ୍ୟରେ ସିଞ୍ଚା ହୋଇଥିଲା। ପୌରପାଳିକାର ଉକ୍ତ କାର୍ଯ୍ୟକୁ ବଲାଙ୍ଗରର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Udyog Nursery
Udyogi Nursery
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.