ସଇଁତଲା,୬/୪ : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି “କୋଭିଡ-୧୯”କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଶିଷକେଲା ସରପଞ୍ଚ ଉମାକାନ୍ତ ରଣା । ସଇଁତଲା ବିଡ଼ିଓ ଦେବାଶିଷ ସାମଲଙ୍କ ଜରିଆରେ ଶ୍ରୀଯୁକ୍ତ ରଣା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୦୦୦ଟଙ୍କା ପ୍ରଦାନ କରିଛନ୍ତି । ସରପଞ୍ଚଙ୍କ ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।