ଚକୁଳି ଗ୍ରାମର ବ୍ରିଜ ଓ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଭରଶୀଳ କୃଷକଙ୍କ ଦାବୀ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚକୁଳି ଗ୍ରାମରେ ଏକ ବ୍ରିଜ ନିର୍ମାଣ ହେଉଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ଏହି ବ୍ରିଜ ଓ ରାସ୍ତା କାର୍ଯ୍ୟ ଦିର୍ଘ ଦିନ ହେବ ସରୁନ ଥିବାରୁ ଚାଷୀ ଓ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷୀମାନେ ସାର, ବିହନ, ହଳ, ଫସଲ, ଟ୍ରାକକ୍ଟର ଆଦି ନେବା ଆଣିବା ସମୟରେ ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି। ତେଣୁ ଏହି ବ୍ରିଜ ଓ ରାସ୍ତା ନିର୍ମାଣ ଶିଘ୍ର ସାରିବାକୁ ଚାଷୀମାନେ ଦାବୀ କରିଛନ୍ତି।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.