ଉତ୍କଳ ଯାଦବ ମହାସଭା ଯାଜପୁରର ରସୁଲପୁର ବ୍ଲକ କର୍ମକର୍ତ୍ତା ହେଲେ ସମ୍ବର୍ଦ୍ଧିତ

ଯାଜପୁର: ସ୍ଥାନୀୟ ବାରବାଟୀ ଦୁର୍ଗାମଣ୍ଡପ ଠାରେ ଉତ୍କଳ ଯାଦବ ମହାସଭା ଯାଜପୁର ଦ୍ୱାରା ଆହୁତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରସୁଲପୁର ବ୍ଲକର ନବ ନିର୍ବାଚିତ ସଭାପତି ମାୟାଧର ପଲେଇ, ସମ୍ପାଦକ ପୁର୍ଣ୍ଣାନନ୍ଦ ପଲେଇ, ବ୍ଲକ ମହିଳା ସଭାପତି ପାର୍ବତୀ ଦାସ, ବ୍ଲକର ଯୁବସଭାପତି ସୂର୍ଯ୍ୟମଣି ବେହେରା, ଯୁବ ସମ୍ପାଦକ ପ୍ରହଲ୍ଲାଦ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Omkar Vasthu
Omkar Vasthu


ଉତ୍କଳ ଯାଦବ ମହାସଭା ଯାଜପୁର ଜିଲ୍ଲା ସଭାପତି ଗଣେଶ୍ୱର ଦାସ, ସମ୍ପାଦକ ମୁକୁନ୍ଦ ପ୍ରସାଦ ଦାସ, ଜିଲ୍ଲା ଯୁବ ସଭାପତି ଯୋଗେନ୍ଦ୍ର ଦାସ, ଜିଲ୍ଲା ମୁଖ୍ୟ ସଂଗଠକ ଭରତ ଚନ୍ଦ୍ର ଦାସ, ବରିଷ୍ଠ ସଂଗଠକ ବିଜୟ ପାଲ ଯାଦବ, ଜିଲ୍ଳା ମହିଳା ସଭାପତି ପାର୍ବତୀ ବେହେରା, ବରିଷ୍ଠ ସଂଗଠକ ଗଦାଧର ଦାସ , ଆଇଟି ସେଲ ମୁଖ୍ୟ ମାନସ ପଲେଇ ଆଦି ନବ ନିର୍ବାଚିତ କର୍ମକାର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛା ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ଦାସ, ଅତୁଳ ବାରିକ, ପୂର୍ଣ ବାରିକ, ନବ ବେହେରା, ଚୈତନ୍ୟ ପଲେଇ, ମହେଶ୍ୱର ବେହେରା, ବିଜୟ ଖୀଲାର, ବିଜୟ ପଲେଇ, ପବିତ୍ର ଦାସ, ଗଦାଧର ବେହେରା ଆଦି ବହୁ ସଂଗଠକ ଓ ଯୁବ କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.