ଜ୍ୟୋତିଷ ବିଦ୍ୟାର୍ନବ ସମ୍ମାନରେ ସମ୍ମାନିତ ହେଲେ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ

● ୭ମ ଜାତୀୟ ସ୍ତରୀୟ ଜ୍ୟୋତିଷ ଓ ବାସ୍ତୁ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଭାରତୀୟ ଜ୍ୟୋତିଷ ଓ ବାସ୍ତୁ ଗବେଷଣା କେନ୍ଦ୍ର ତରଫରୁ ହୋଟେଲ ଏକ୍ସଲେନ୍ସି ଠାରେ ୭ମ ଜାତୀୟ ସ୍ତରୀୟ ଜ୍ୟୋତିଷ ଓ ବାସ୍ତୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରଶନ୍ନ ପାଟ୍ଟଶାଣୀ, ମହାରାଜା ଆଦିତ୍ୟ ନନ୍ଦ, କେରଳର ବିଶିଷ୍ଟ ଜ୍ୟୋତିର୍ବିଦ କେ.ଦିବାକରନ୍, କଲିକତା ର ଜ୍ୟୋତିଷ ସମ୍ରାଟ ପି ଆର ହଲଦାର୍, ବିଧାୟକ ଅନନ୍ତ ନାରାୟଣ ଜେନା , ନେପାଳର ଜ୍ୟୋତିର୍ବିଦ ମହେନ୍ଦ୍ର ନାଥ ଓ ଅଧ୍ୟକ୍ଷ ଡଃ. ପୀୟୁସ ପିପାସୁ ଦାସ ପ୍ରମୁଖ ଉପସ୍ଥିତି ଥିଲେ । ଏହି ସମ୍ମିଳନୀ ରେ ୧୫୦ ଜ୍ୟୋତିର୍ବିଦ ଓ ବସ୍ତୁବିଦ ଅଂଶ ଗ୍ରହଣ କରିଥିଲେ ।
ଏହି ଅବସରରେ କଟକର ଯୁବ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟଙ୍କୁ ଜ୍ୟୋତିଷ ବିଦ୍ୟାର୍ନବ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.