ଡୁମେରପାଣି ନୂତନ ପେକ୍ସ ଗଠିତ: ମିନା ରାମେଶ୍ବର ସାହୁ ସଭାପତି, ପ୍ରମୋଦ ମାଝୀ ଉପସଭାପତି

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ଅଞ୍ଚଳର ଚାଷୀଙ୍କ ସୁବିଧା ପାଇଁ ସାରା ଓଡ଼ିଶାରେ ଅନେକ କୃଷି ସମବାୟ ସମିତି ଶାଖା ସବୁ ସ୍ଥାପିତ ହେଉଛି । ଏହାରି ମାଧ୍ୟମରେ ଚାଷୀମାନେ କୃଷି ଋଣ ଓ ଅନ୍ୟାନ୍ୟ ସୁବିଧା ପାଇ ପାରୁଛନ୍ତି । ସେହି କ୍ରମରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଡ଼ୁମେରପାଣି ପଂଚାୟତରେ ଚଳିତ ବର୍ଷ ନୂତନ ପେକ୍ସ ସ୍ଥାପିତ ହୋଇଛି । ଏହା ସହିତ ଡ଼ୁମେରପାଣି ପେକ୍ସର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି | ନୂତନ ଭାବେ ଗଠିତ ଏହି ପେକ୍ସର ସଭାପତି ଭାବେ ମିନା ରାମେଶ୍ୱର ସାହୁ ଓ ଉପସଭାପତି ଭାବେ ପ୍ରମୋଦ ମାଝୀ ନିର୍ବାଚିତ ହୋଇଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.