ବଗବାହାଳୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବଗାଡ଼ ଗ୍ରାମ ପଞ୍ଚାୟତର ବଗବାହାଳୀ ଗ୍ରାମ ଠାରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି।  ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ, ସମ୍ମାନିତ ଅତିଥି ଭାବେ ଶିଶୁଦେବ ମୁଣ୍ଡ ଓ  ଚତୁର୍ଭୁଜା ତାଣ୍ଡି ଯୋଗଦେଇ ବୃକ୍ଷରୋପଣର ଉପକାରିତା ଉପରେ ଆଲୋକପାତ କରିଥିଲେ। ଏଥିରେ ଏମ.ବି.କେ ସୁମିତ୍ରା ନାଗ, ସମସ୍ତ ସି.ଆର.ପି.ସଭ୍ୟ,  ସୋମ୍ୟରଞ୍ଜନ ଖଡ଼ିକାର, ଏକାଦଶୀ ଗୋପାଳ, ଭଲ ସା, ଦେବେନ୍ଦ୍ର ଭଇସାଲ, ଉମେଶ ଭଇସାଲ, ଏସ.ଏଚ.ଜି ସଭ୍ୟା, ୱାର୍ଡ ମେମ୍ବର ପଦ୍ମିନୀ ଭଇସାଲ, ଗ୍ରାମର ଭଦ୍ର ବ୍ୟକ୍ତିଗଣ ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.