ବୁର୍ଲା ବାଳିକା ଉଚ୍ଚ ବିଦ୍ୟାଳୟରେ କିଶୋରୀ କନ୍ୟା ଶିକ୍ଷା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବୁର୍ଲା: ବୁର୍ଲା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବାବୁଙ୍କ ଅଧ୍ଯକ୍ଷତାରେ କିଶୋରୀ କନ୍ୟା ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ବୁର୍ଲା VIMSAR ସ୍ତ୍ରୀ ଓ ପ୍ରସୂତୀ ବିଭାଗ ପ୍ରଫେସର ଡଃ ଓଜସ୍ଵିନୀ ପଟେଲ ଉପସ୍ଥିତ ରହି କିଶୋରୀ କନ୍ୟା ମାନେ କିପରି ମାନସିକ ଏବଂ ଶାରୀରିକ ସୁସ୍ଥତା ବଜାୟ ରଖିପାରିବେ ତା ଉପରେ ଦ୍ରୁଷ୍ଟି ଆକର୍ଷଣ କରିଥିଲେ l ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ଉପସ୍ଥିତ ରହି କିଶୋରୀ କନ୍ୟାଙ୍କ ସୁରକ୍ଷା, କଲ୍ଯାଣ, ଶିକ୍ଷା ସକାଶେ ସରକାରୀ ସ୍ତରରେ ନିଆଯାଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.