ମା’ ହୀରାନୀଳା ଡିଗ୍ରୀ କଲେଜରେ ୨୫ ଜଣଙ୍କ ସ୍ୱେଚ୍ଛାକୃତ ରକ୍ତଦାନ

‘ସମ୍ବାଦ-ଆମ ଓଡ଼ିଶା’ ଓ ବିଶ୍ୱନାଥପୁର ମା ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Omkar Vasthu
Omkar Vasthu

ଲାଞ୍ଜିଗଡ଼,୧୩/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ମା ହୀରାନୀଳା ଡିଗ୍ରି ମହାବିଦ୍ୟାଳୟ ଠାରେ ‘ସମ୍ବାଦ-ଆମ ଓଡ଼ିଶା’ ଓ ବିଶ୍ୱନାଥପୁର ମା ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ ମୁଖ୍ୟ ଅତିଥି ଓ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମ୍ମାନୀତ ଅତିଥିଭାବେ ଲାଞ୍ଜିଗଡ଼ ବ୍ଳକ ଚିକିତ୍ସାଧିକାରୀ ଡ଼.ଇନ୍ଦ୍ର କୁମାର, ମା ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ କଙ୍କଣ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଡିଗ୍ରି କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ବି. ବିଜୟ କୁମାର, ହେମରାଜ କରକରିଆ, ଯଶୋବନ୍ତ ସା, ପ୍ରଦୀପ କୁମାର ପଣ୍ଡା, କାହ୍ନାମଲ ବିଶ୍ୱଇ, ମଣ୍ଟୁ ସାହୁ, କୈଳାସ କୁମାର, କାମରାଜ ପାତ୍ର, ନନ୍ଦ ରାଜ ବେହେରା, ଅନନ୍ତ ମାଝୀ, ଅାଶୋତୋଷ ନାଏକ,

କୁଳମଣି ସାହୁ, ବୈକୁଣ୍ଠ ଦୋରା, ରମେଶ ମାଝୀ, କମଳ ନାଏକ, ଧବଳେଶ୍ବର ଠେଲା, କନକ ଲତା ବେହେରା, ମାନସ ହରିଜନ, ଶୁସାନ୍ତ କୁମାର ସାହୁ, ଅମିତ କୁମାର ସାହୁ, ବିରେନ୍ଦ୍ର ବିକ୍ରମ ନାଏକ, ନିଲେସ କୁମାର ନାଗ, କୁଳମଣି ବାଣୁଆ, ଜି. ଶ୍ରୀନିବାସ ଦାସ ପ୍ରମୁଖ ୨୫ ଜଣ ରକ୍ତଦାନ କରିଥିଲେ।

‘ସମ୍ବାଦ-ଆମ ଓଡ଼ିଶା’ ବ୍ଲକ ପ୍ରତିନିଧି କ୍ଷମାନିଧି ମହାଖୁଡଙ୍କ ନେତୃତ୍ୱରେ ବିଶ୍ୱନାଥପୁର ମା ହୀରାନୀଳା ଡିଗ୍ରି ମହାବିଦ୍ୟାଳୟ କର୍ମକର୍ତ୍ତା ଅଧ୍ୟାପିକା କନକ ଲତା ବେହେରା, ପୁଷ୍ପାଞ୍ଜଳି ନାୟକ, ଅଧ୍ୟାପକ ଅରୁଣ କୁମାର ଚନ୍ଦନ,ପ୍ରସନ୍ନ କୁମାର ସାହୁ, ଲାଇବେରୀୟନ ଧବଳେଶ୍ବର ଠେଲା, ପିଇଟି ଶ୍ରୀନିବାସ ଦାସ,ବିକ୍ରମ ବାରିକ ଓ କୁଳମଣି ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ।

ଭବାନିପାଟଣା ରକ୍ତ ଭଣ୍ଡାରରୁ ଡ଼. ଇନ୍ଦ୍ର କୁମାର,ଏଓ ଚତୃଭୂଜ ଦୁବେ,ଏଲଟି ସଞ୍ଜୀବ କୁମାର ମହାଖୁଡ଼,ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ଚିନ୍ମୟୀ ଦୁବେ, କିଶୋର ଘଡେ଼ଇ, ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ଓ ଦୁଃଖିଶ୍ୟାମ ନାଗ (ନିଲେସ), ଘନଶ୍ୟାମ ସୁନା, ରାଜୀବ ବେହେରା, ଜୟମୁନି ବେହେରା, ସଦାନନ୍ଦ ସାହୁ ଓ ଡିଗ୍ରି କଲେଜର ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.