ଚୀନ ରାଷ୍ଟ୍ରପତିଙ୍କ କୁଶପୁତଳିକା ଦାହ କଲେ ରାୟଗଡ ଯୁବକ

ରାୟଗଡ,୨୨/୬: ଭାରତର ଲଦାଖ ସୀମାନ୍ତ ଗଲୱାନ ଘାଟି ଏଲଏସିରେ ଚୀନ ଷଡଯନ୍ତ୍ର କରି ଭାରତୀୟ ଯବାନମାନଙ୍କୁ ଆକ୍ରମଣ କରିଥିବା ଘଟଣାରେ ଶହୀଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିବା ସହ ଚୀନକୁ ବିରୋଧ କରି ଚୀନ ରାଷ୍ଟ୍ରପତିଙ୍କ କୁଶ ପୁତଳିକା ଦାହ କରିଛନ୍ତି ରାୟଗଡ କିଛି ଯୁବକମାନେ । ରାୟଗଡ ସହର ସ୍ଥିତ କପିଳାସ ଛକ ଠାରେ ଚୀନ ରାଷ୍ଟ୍ରପତିଙ୍କ ଫୋଟଚିତ୍ର ଥିବା କୁଶପୁତଳିକାରେ ନିଆ ଲଗାଇ ଚୀନକୁ ବିରୋଧ କରିବା ସହ ଚୀନ ସାମଗ୍ରୀ ବର୍ଜନ କରିବା ପାଇଁ ନାରା ଦେଇଥିଲେ ଯୁବକମାନ । ଏନ.ଜଗଦିଶଶ୍ୱେର ରାଓଙ୍କ ନେତୃତ୍ୱରେ ୨୦ରୁ ଅଧିକ ଯୁବକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.