ବିଲେଶୁ ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀ କଲେ ଯୋଗାସନ

ରାୟଗଡ,୨୨/୬ : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାୟଗଡ ଜିଲ୍ଳା ସଦର ବ୍ଳକ ଗାଜିଗାଁ ଗ୍ରାମ ପଂଚାୟତର ବିଲେଶୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡିଆ ଶ୍ରମିକ ଅନ୍ତେବାସୀମାନେ ଯୋଗଭ୍ୟାସ କରିଛନ୍ତି । ରବିବାର ସକାଳୁ ଅନ୍ତେବାସୀମାନେ ସାମାଜିକ ଦୂରତା ବଜାୟ ରଖି ବିଭିନ୍ନ ଯୋଗାସାନ କରିଛନ୍ତି ।

ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବା ଦ୍ୱାରା ଜୀବନଶୈଳୀଚର୍ଯ୍ୟାରେ ପରିବର୍ତନ ଆସିବା ସହ ଶରୀର ଫୁର୍ତି ରହିଥାଏ ଫଳରେ ଯୋଗାସନ କରୁଥିବା ବ୍ୟକ୍ତିମାନେ ନିରୋଗୀ ରହିଥାନ୍ତି ବୋଲି ଅନ୍ତେବାସୀମାନଙ୍କୁ ସଚେତନ କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.