କେସିଙ୍ଗା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ପ୍ରସବନ ସଚେତନତା ମକ୍ ଡ୍ରିଲ୍

କେସିଙ୍ଗା, (ମଧୁସୂଦନ ଠାକୁର): କେସିଙ୍ଗା ଅଗ୍ନିଶମ କେନ୍ଦ୍ର ତରଫରୁ ସ୍ଥାନୀୟ ୟଙ୍ଗବ୍ଲୁଡ ପବ୍ଲିକ ସ୍କୁଲ ପରିଶେଷରେ ଅଗ୍ନି ପ୍ରସବନ ସଚେତନତା ପାଇଁ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଗ୍ନିଶମ ବିଭଗର କେନ୍ଦ୍ର ଅଧିକାରୀ ସୁବାଷ ଚନ୍ଦ୍ର ବଳ, ମୁଖ୍ୟ ଆଗ୍ନିକ ମାଧବ ତାଣ୍ଡି ତଥା ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଛାତ୍ର ଛତ୍ରୀମାନଙ୍କୁ ଅଗ୍ନି ପ୍ରସବନର କୈାଶଳ ପ୍ରଦର୍ଶନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ୟଙ୍ଗବ୍ଲୁଡ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଅନେକ ଜଣା ଅଜଣା କଥା ସଂପର୍କରେ ଅବଗତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.