କବିତା: ଆଜିର ନାରୀ

✒️ଜ୍ୟୋତ୍ସ୍ନାରାଣୀ ଧଙ୍ଗଡ଼ାମାଝୀ

ମୁଁ ନାରୀ, ନୁହେଁ ଦୁର୍ବଳା କି ଅବଳା
ମୁଁ ସବୁ ପରିସ୍ଥିତିକୁ ସାମ୍ନା କରିବାବାଲା

Omkar Vasthu
Omkar Vasthu

ଘରଠୁ ବାହାର ସବୁ କାମରେ ମୁଁ ଦକ୍ଷା
ନିଜ ବୁଦ୍ଧି ବଳେ ପରିବାରକୁ କରେ ରକ୍ଷା

Pearl dental clinic
Near Ashish Medical Store, Bhawanipatna

କେବେ ମା’ ପୁଣି କେବେ ଭଉଣୀ
କେବେ ଝିଅ ତ କେବେ ଗୃହିଣୀ

Udyog Nursery
Udyogi Nursery

ସବୁ ସଫଳ ପୁରୁଷ ପଛରେ ଥାଏ ହାତ ନାରୀର
ପୁରୁଷ ପ୍ରଧାନ ସମାଜ ନଚିହ୍ନେ ଗୁଣ ମୋହର।

ଶିକ୍ଷୟିତ୍ରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ମାଣ୍ଡେଲ, ନର୍ଲା, କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.