ଧର୍ମଗଡ଼ ୱେବ ମିଡିଆ ସଂଘ ତରଫରୁ ଜାତୀୟ ସାମ୍ବାଦିକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ମା ଭଣ୍ଡାରଘରଣୀ ୱେବ ସାମ୍ବାଦିକ ସଂଘ ଧର୍ମଗଡ଼ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଧର୍ମଗଡ଼ ଆଦିବାସୀ ଭବନ ଠାରେ ସଂଘର ସଭାପତି ଲଷ୍ମୀକାନ୍ତ ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଘନଶ୍ୟାମ ଅଗ୍ରୱାଲ ଯୋଗଦେଇ ସାମ୍ବାଦିକ ମାନଙ୍କ ଏକତା ଓ ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ। ପ୍ରଥମେ ଧର୍ମଗଡ଼ ମାଟିର ଇଷ୍ଟଦେବୀ ଭଣ୍ଡାରଘରଣୀଙ୍କ ପ୍ରତିମୂର୍ତ୍ତିରେ ଧୂପଦୀପ ଦେଇ ପୂଜାର୍ଚ୍ଚନା ପରେ ସଭାରମ୍ଭ ହୋଇଥିଲା। ସଂଘର ଉପ ସଭାପତି ସୁଧୀର ଗୋପାଳ ମଞ୍ଚ ପରିଚାଳନା କରିଥିବାବେଳେ ସଂପାଦକ ଲବଣି ରାଉତ, କୋଷାଧ୍ୟକ୍ଷ ଅଶ୍ୱିନ ହଂସ, ସଦସ୍ୟ ଚିତରଞ୍ଜନ ନାଏକ, ରମେଶ ଗୋପାଳ, ପଦ୍ମବନ ବେମାଲ, ରାମକିଶୋର ସୁନାନୀ, ଚନ୍ଦନ ପାତ୍ର, ଶ୍ୟାମ ସୁନ୍ଦର ମାଝୀ, ରୁକଚନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.