ଆମ ୪୨ ମୌଜ଼ା ସଂଗଠନର ବଂଧୁମିଳନ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଆମ ୪୨ ମୌଜ଼ା ସଂଗଠନ ତରଫରୁ ବଳିବାମନ ପୀଠ ଚାନ୍ଦୁଲି ଠାରେ ଏକ ବଂଧୁମିଲନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦ ରୁ ଅଧିକ ଲୋକ ଯୋଗଦେଇଥିଲେ ଏବଂ ଏଥିରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଆମ ୪୨ ମୌଜ଼ା ସଂଗଠନର ସଭାପତି ଦେବୀପ୍ରସାଦ ପତି, ୪୨ମୌଜ଼ା ଉନ୍ନୟନ ପରିଷଦର ସଭାପତି ଅନିଲ ଦାସ, ଯୁବ ଛାତ୍ର ପରିଷଦର ଉପଦେଷ୍ଟା ପ୍ରଭାତ କୁମାର ଦେବତା, ରାଷ୍ଟ୍ରୀୟ ପଛୁଆ ବର୍ଗର ପ୍ରଭାରୀ ସଞ୍ଜିତ ସସମାଲ, ହିନ୍ଦୁସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ, ଯୁବ ଓ ଛାତ୍ର ନେତା ରଞ୍ଜିତ ମଲ୍ଲିକ, ସମାଜ ସେବି ହରିଚନ୍ଦନ ନାୟକ, ବରିଷ୍ଠ ମୁରବି ଅଭୟ ମହାପାତ୍ର, ଅନିଲ ମହାପାତ୍ର, ଅନୟ ମହାପାତ୍ର, ଅତିଶ ଭୋଳ, ଶମ୍ଭୁ ବୈଠଲୁ, ବିଶ୍ୱରଂଜନ ସେଠୀ, ଉତ୍କଳ ବିକାଶ ପରିଷଦ(ଉବିପ)ର ଗାନ୍ଧୀ ଗୁରୁ ଦାସ, ବିଜୟ ମଲ୍ଲିକ, ଅଜୟ ଦେବତା, ଭାରତୀୟ କିସାନ ସଙ୍ଘର କଟକ ଜିଲ୍ଲାର ନିରଞ୍ଜନ ରାଉଳ, ସନ୍ତୋଷ ଭୋଇ, ପ୍ରସନ୍ନ ବେହେରା, ସାଗର ବେହେରା, ଅଜୟ ନାୟକ, ଅଜୁ ନାୟକ, ହୃଦାନନ୍ଦ ହୋତା, ଲାଲାଟ ଚୌଧୁରୀ, ରୁଦ୍ର ଜେନା, ନବକିଶୋର ପଣ୍ଡା, ମୁକ୍ତିକାନ୍ତ ମହାନ୍ତି, ଅଜୟ ଜେନା, ଏବଂ ପରିବର୍ତ୍ତନ ସଙ୍ଗଠନର ଆବାହକ ସୁଧାଂଶୁ ଦାସ, ଆନନ୍ଦ ନୃସିଂହ ସ୍ମୃତି କମିଟିର ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ ବହୁତ ବନ୍ଧୁମାନେ ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.