ବଲାଂଗିର ଲୋକସଭାରେ ବିଜେପି, ବିଧାନସଭାରେ କଂଗ୍ରେସ ଓ ପାଟଣାଗଡରେ ବିଜେଡି ଆଗୁଆ

ବଲାଂଗିର,୨୩/୫ : ଆଜି ଚାଲିଛି ଚଳିତ ବର୍ଷର ନିର୍ବାଚନ ଫଳାଫଳ ପାଇଁ ଭୋଟଗଣତି । ବଲାଂଗିରରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ଚାଲିଥିବା ଗଣତି ପ୍ରକ୍ରିୟାର ପ୍ରଥମ ରାଉଣ୍ଡରେ ବଲାଂଗିର ଲୋକସଭା ଆସନରେ ବିଜେବି ଆଗୁଆ ରହିଛି । ସେହିପରି ବଲାଂଗିର ବିଧାନସଭା ଅାସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ଥିବାବେଳେ ପାଟଣାଗଡରେ ବିଜେଡି ଆଗୁଆ ରହିଛି ।

Omkar Vasthu
Omkar Vasthu
ବଲାଂଗିରରୁ ସଂଜୟ ମିଶ୍ରଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.