ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀନୀ ଆଗରେ

ଟିଟିଲାଗଡ,୨୩|୦୫:ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଡିଏଭି ସ୍ବୟଂ ଶାସିତ ମହାବିଦ୍ୟାଳୟ ଟିଟିଲାଗଡ ରେ ଚାଲିଥିବା ପ୍ରଥମ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ଟୁକୁନି ସାହୁ ଆଗରେ ଅଛନ୍ତି ।ପ୍ରଥମ ପର୍ଯ୍ୟାୟରେ ବିଜେଡି-୨୪୮୧,କଂଗ୍ରେସ-୯୪୬ ଏବଂ ବିଜେପି-୧୫୩୨ ଖଣ୍ଡ ଭୋଟ ପାଇଥିବା ବେଳେ ୯୪୯ ଖଣ୍ଡ ଭୋଟ ରେ ବିଜେଡି ଆଗରେ ଚାଲିଛି ।

Omkar Vasthu
Omkar Vasthu
ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.