Skip to content
Search
Search
ମୋ ଓଡ଼ିଶା
ଦେଶ-ବିଦେଶ
ରାଜନୀତି
କଳା-ସଂସ୍କୃତି
ସାହିତ୍ୟ
କ୍ରୀଡ଼ା
ମନୋରଞ୍ଜନ
ଜୀବନରଙ୍ଗ
ଅପରାଧ
ଭିଡିଓ ବାର୍ତ୍ତା
ବିଚାର
ସଂପାଦକୀୟ
e-Paper
OdiaBarta.in
24x7News&Views
ବ୍ରେକିଂ ବାର୍ତ୍ତା
କଳାହାଣ୍ଡିରେ ବକ୍ସାଇଟ୍ ଖଣି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜନ ପ୍ରତିନିଧି ମାନଙ୍କ ଦ୍ବାରା ସ୍ମାରକପତ୍ର ପ୍ରଦାନ
ଗୋଲଡେନ ସ୍ପୋର୍ଟ୍ସ କ୍ଳବ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ
ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ତିନିଜଣ ଗୁରୁତର
ଗଞ୍ଜାମ ଜିଲ୍ଲା ପରିଷଦର ପୂର୍ବତନ ଉପାଧକ୍ଷାଙ୍କ ବିଜେଡିରୁ ଇସ୍ତଫା
ଲୋକଙ୍କ ଦାବିକୁ ଶୁଣିଲେ ପରିବହନ ମନ୍ତ୍ରୀ; ପୁଣି ଚାଲିଲା ଦୁଇମାସ ହେଲା ବନ୍ଦ ହୋଇଥିବା ଶେରଗଡ଼ ଠାରୁ ପୁରୀ ଏସି ବସ
Home
ଦୀପାବଳି : ପ୍ରାଚୀନ କଳିଙ୍ଗର କୃଷିଭିତ୍ତିକ ବିଧି
କଳା-ସଂସ୍କୃତି
ମୋ ଓଡ଼ିଶା
ଦୀପାବଳି : ପ୍ରାଚୀନ କଳିଙ୍ଗର କୃଷିଭିତ୍ତିକ ବିଧି
ସନାତନ ସଂସ୍କୃତିର ଏକ ମୁଖ୍ୟ ପାର୍ବଣ ହେଉଛି ଦୀପାବଳି। ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମା କାଳୀଙ୍କ ପୂଜା କରାଯାଏ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ। ଦୀପାବଳି ଦିନ ଶ୍ରୀମନ୍ଦିର ରହିଛି ସ୍ୱତନ୍ତ୍ର ନୀତି। ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ। ଏହାକୁ ପୟାଶ୍ରାଦ୍ଧ କୁହାଯାଏ। କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରିଥିବା ପିତୃପୁରୁଷଙ୍କ ବାଟ ଦେଖାଇବା ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଯାଏ। ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବର ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି। ଯାହା ପ୍ରାଚୀନ କଳିଙ୍ଗର ତା’ର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା। ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା। ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ। ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି। ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି। ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି।
Omkar Vasthu
Near Ashish Medical Store, Bhawanipatna
Udyogi Nursery
Sunil Kumar Dhangadamajhi
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛
http://odiabarta.in
Post navigation
ସନାତନ ଧର୍ମଧାରାରେ ଦୀପାବଳି ଓ କାଳୀପୂଜା
ବଡ଼ବଡ଼ିଆ ଡାକ
ସତେଜ ବାର୍ତ୍ତା
ମୋ ଓଡ଼ିଶା
କଳାହାଣ୍ଡିରେ ବକ୍ସାଇଟ୍ ଖଣି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜନ ପ୍ରତିନିଧି ମାନଙ୍କ ଦ୍ବାରା ସ୍ମାରକପତ୍ର ପ୍ରଦାନ
16 minutes ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ଗୋଲଡେନ ସ୍ପୋର୍ଟ୍ସ କ୍ଳବ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ
4 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ତିନିଜଣ ଗୁରୁତର
4 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ଗଞ୍ଜାମ ଜିଲ୍ଲା ପରିଷଦର ପୂର୍ବତନ ଉପାଧକ୍ଷାଙ୍କ ବିଜେଡିରୁ ଇସ୍ତଫା
4 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଲୋକଙ୍କ ଦାବିକୁ ଶୁଣିଲେ ପରିବହନ ମନ୍ତ୍ରୀ; ପୁଣି ଚାଲିଲା ଦୁଇମାସ ହେଲା ବନ୍ଦ ହୋଇଥିବା ଶେରଗଡ଼ ଠାରୁ ପୁରୀ ଏସି ବସ
4 hours ago
Sunil Kumar Dhangadamajhi
ମୋ ଓଡ଼ିଶା
କୁଟ୍ରୁଖମାର ଠାରେ ରେଜାଙ୍ଗଲା ମାଟି କଳସ ଯାତ୍ରାକୁ ସ୍ବାଗତ
5 hours ago
Sunil Kumar Dhangadamajhi
ମୋ ଓଡ଼ିଶା
କଳାହାଣ୍ଡିରେ ରେଜାଙ୍ଗଲା ସହୀଦ ମାଟି କଳସକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା
5 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ରେଜାଙ୍ଗଲା ସହୀଦ ମାଟି କଳସକୁ କୋକସରାରେ ଭବ୍ୟ ସ୍ଵାଗତ
6 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଧରପଗଡ଼ ଧବଲେଶ୍ୱର ବାବାଙ୍କ ବିବାହ ସମ୍ପନ୍ନ
9 hours ago
Sunil Kumar Dhangadamajhi
ମୋ ଓଡ଼ିଶା
‘ପ୍ରେସ୍ କାଉନସିଲ୍’ ନାମ ବ୍ୟବହାର ଉପରେ କଡା ନିଷେଧାଦେଶ
9 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଲଘୁଚାପ ବର୍ଷା ଧୋଇନେଲା ଚାଷୀଙ୍କ ସ୍ୱପ୍ନ; ରୋଗପୋକ, ହାତୀ ଦାଉ ପରେ ବର୍ଷା ତାଡନା
10 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ପୋଲିସ ଏଏସ୍ଆଇଙ୍କ ଅର୍ଦ୍ଧ ପୋଡ଼ା ମୃତ ଦେହ ଉଦ୍ଧାର
12 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର
14 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଏଫ୍.ଏମ୍. କଲେଜର ବରିଷ୍ଠ ସହାୟକ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ ଦିଆଗଲା ଅବସର କାଳୀନ ସମ୍ବର୍ଦ୍ଧନା
14 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଲ୍ୟ ବିବାହ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ
14 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ଡବଲ ଇଂଜିନ ସରକାରରେ ଅବହେଳିତ ଓଡିଶା :ସମାଜବାଦୀ ପାର୍ଟି
18 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଆଇଏଆରଏର ୧୫ତମ ଆନ୍ତର୍ଜାତିକ ସମ୍ମିଳନୀ
19 hours ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ତୁଳାପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ; ଜମୁଛି ୩୨ ପ୍ରହର ନାମଯଜ୍ଞ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ବେଦାନ୍ତ ଆଲୁମିନିୟମ ସପ୍ତାହବ୍ୟାପୀ ସଚେତନତା ଏବଂ ପ୍ରସାର କାର୍ଯ୍ୟକ୍ରମ ସହିତ ଋତୁସ୍ରାବ ସ୍ଵଚ୍ଛତା ଦିବସ ୨୦୨୫ ପାଳନ କରିଛି
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ବିଶ୍ୱ ତମାଖୁ ବର୍ଜନ ଦିବସ
1 day ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ପ୍ରକାଶ ପାଇଲା ବହୁ ଚର୍ଚ୍ଚିତ ଡ଼ା. ଦୁର୍ବାଦଳ ମିଶ୍ର ହତ୍ୟାକାଣ୍ଡ ରାୟ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ସଂସ୍କୃତ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଠାକୁରାଣୀ ଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ କ୍ଲବ୍ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
କ.ନୂଆଗାଁ ମେଡିକାଲରେ ବିଧାନସଭା ଗୃହ କମିଟି ସ୍ବାସ୍ଥ୍ୟ ଭିତ୍ତିଭୂମି ପରଖିଲେ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
କ.ନୂଆଗାଁ ବ୍ଲକ ୧୦ମ ପଞ୍ଚାୟତ ସମିତି ବୈଠକ
1 day ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ତୁଳାପଡ଼ା ଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଶିକ୍ଷକ ଚତୃଭୁଜ ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
1 day ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଦେବଦମ୍ପତିଙ୍କ ବିବାହ ସଂପନ୍ନ; ଯୁଗଳ ମୂର୍ତ୍ତି ଦର୍ଶନ କରୁଛନ୍ତି ଭକ୍ତ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
୬ ଗୋଟି ଟ୍ରେନ୍ ବାତିଲ୍, ଯାତ୍ରୀ ପଡିପାରନ୍ତି ଅସୁବିଧାରେ
2 days ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ରାଜନୀତି
ଚାଷୀଙ୍କ ଠାରୁ ବିହନ କିଣିବାରେ ବିହନ ନିଗମ ବିଫଳ :ସମାଜବାଦୀ ପାର୍ଟି ଓଡିଶା
2 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ସ୍ମାରକୀ ନାଟ୍ୟ ସଂସ୍ଥା ପକ୍ଷରୁ ନାଟ୍ୟ କର୍ମଶାଳା ଉଦଯାପିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ମହୁମାଛି ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର
2 days ago
Sunil Kumar Dhangadamajhi
ଦେଶ-ବିଦେଶ
ସାହିତ୍ୟ
ରାଷ୍ଟ୍ରପତି ଭବନରେ ସାହିତ୍ୟ ଏକାଡେମୀର ସାହିତ୍ୟ ସମ୍ମିଳନୀ ଉଦଯାପିତ
2 days ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ଗୋଖାଦ୍ୟ ବୋଝେଇ ଟ୍ରକରୁ ୮୫୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
କୋକସରାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଆସନ୍ତା ଶିକ୍ଷାବର୍ଷ ପାଇଁ ଏବିଭିପି ଓଡିଶା ପଶ୍ଚିମ ପ୍ରାନ୍ତ ୧ ଲକ୍ଷ ୪ ହଜାର ସଦସ୍ୟତା ଲକ୍ଷ୍ୟ
2 days ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ବିକାଶ ଖୋଜୁଛି ଶିଳ୍ପାଞ୍ଚଳର ଗାଁ ବାତେଲିମା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଭାନପୁରରେ ରବି ଧାନମଣ୍ଡି ଉଦ୍ଘାଟିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
କଳାହାଣ୍ଡି ଲେଖିକା ସଂଘର କାବ୍ୟୋତ୍ସବ ‘ସିନ୍ଦୂରର ଜୟଯାତ୍ରା’
2 days ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ଗଞ୍ଜେଇ ଜବତ, ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଟିକ୍ରାପଡ଼ାରେ କୃଷକ ଉତ୍ପାଦକ ସଂଘର ବ୍ଲକସ୍ତରୀୟ ତାଲିମ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଶୋଚନୀୟ ହୋଇ ପଡ଼ିରହିଛି ସିର୍ଲିଗୁଡା-ତେଣ୍ଡାପାଳି ରାସ୍ତା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଫୁଲବାଣୀ ବହୁ ଚର୍ଚ୍ଚିତ ଏସିଡ ମାଡ଼ ଘଟଣାରେ ରାୟ ଶୁଣେଇଲେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ୍
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବିଶ୍ୱ ଋତୁସ୍ରାବ ସ୍ୱଛତା ଦିବସ ପାଳନ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବୁଢାବାହାଲ ସରପଞ୍ଚଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ
3 days ago
Sunil Kumar Dhangadamajhi
error:
You are not allowed to copy this content. Thank you.