ଗୋଲାମୁଣ୍ଡା ସମ୍ମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଶିଶୁ ଦିବସ ପାଳିତ, ଗରମ ପୋଷାକ ବଣ୍ଟନ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ନାଏକପଡ଼ା ଠାରେ ଆଜି ସମ୍ମନ୍ନିତ ଶିଶୁ ବିକାଶ ବିକାଶ ପ୍ରକଳ୍ପ ଗୋଲାମୁଣ୍ଡା ତରଫରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମରେ ଗରମ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ସମ୍ମନିତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ, ଗୋଲାମୁଣ୍ଡା ସରପଞ୍ଚ ରୁକ୍ମଣୀ ମଙ୍ଗରାଜ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସିଡିପିଓ ପ୍ରେମ ମଞ୍ଜରୀ ସାହୁ ଓ ଅଙ୍ଗନୱାଡ଼ି କର୍ମୀ ପୁଷ୍ପା ମୁଣ୍ଡ ଉପସ୍ଥିତି ଥିଲେ ।

Omkar Vasthu
Omkar Vasthu


ପ୍ରଥମେ ଶିଶୁ ଦିବସ ଅବସରରେ ଅତିଥିମାନେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ୭୨ ଜଣ ଶିଶୁଙ୍କୁ ଗରମ ପୋଷାକ ଓ ଜୋତା ବଣ୍ଟନ କରିଥିଲେ । କରୋନା ବିଷୟରେ ସଚେତନ କରିବା ସହିତ ସେନିଟାଇଜର ବଣ୍ଟନ କରିବା ସହିତ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.