ଦେଉଳିଠାରେ ରାତ୍ରକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ୪୨ ମୌଜା ଦେଉଳି ଠାରେ ଏକ ରାତ୍ରକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଏଥିରେ ୪ଟି ଟିମ୍ ଭାଗ ନେଇଥିଲା । ଫ୍ରେଣ୍ଡସ ୭,ସେଭେନ୍ ଷ୍ଟାର,ସାଇନିଙ୍ଗ ଷ୍ଟାର,ଦ ବସ୍ ଅଂଶ ଗ୍ରହଣ କରି ଫାଇନାଲ ମ୍ୟାଚରେ ସାଇନିଙ୍ଗ ଷ୍ଟାରକୁ ହରେଇ ସେଭନ୍ ଷ୍ଟାର ଚମ୍ପିୟାନ ହୋଇଛି । ଚମ୍ପାୟନ୍ ଟିମ୍କୁ ୨୦୦୦ ସହିତ ଗିଫ୍ଟ, ରନସ୍ ଅପ୍ ଟିମ୍କୁ ୧୫୦୦ ସହିତ ଗିଫ୍ଟ ପଦାନ କରାଯାଇଛି । ଏହି ଖେଳଟିକୁ ଗାଁର ମୁରବି ଲୋକ ଉଦଘାଟନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.