କୋଣାର୍କ ମହୋତ୍ସବରେ ଜୈବ ପର୍ଯ୍ୟଟନ ଶୀର୍ଷକ ବାଲୁକା କଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କୋଣାର୍କ ମହୋତ୍ସବର ଦ୍ୱିତୀୟ ଦିନରେ ବାଲୁକା କଳାର ବିଷୟବସ୍ତୁ ଥିଲା “ଜୈବ ପର୍ଯ୍ୟଟନ”। ଏଥିରେ ଭାଗ ନେଇଥିବା କର୍ଲାମୁଣ୍ଡା ବ୍ଲକ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଓ ତାଙ୍କ ସହକର୍ମୀ ଅକ୍ଷୟ ରଣା, ରୋହନ କୁମାର ଗୋଛାୟତ ଏବଂ ମଳୟ ରଞ୍ଜନ ମହନ୍ତ ବାଲୁକା କଳାରେ ‘ସେଭ୍ ଟାଇଗର୍’ର ବାର୍ତ୍ତା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.