ରବୀନ୍ଦ୍ର ନାଏକ ଜୁନାଗଡ଼ ବ୍ଲକ ମାଟ୍ରିକ ଟପ୍ପର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଚିଚେଇଗୁଡା ନୋଡାଲ ସରକାରୀ ହାଇସ୍କୁଲର ଛାତ୍ର ରବୀନ୍ଦ୍ର ନାଏକ ୫୩୩ ମାର୍କ ତଥା ଇ-୨ ଗ୍ରେଡ଼ ରଖି ୮୮.୮% ରେ ଉତୀର୍ଣ୍ଣ ହେବାସହ ଜୁନାଗଡ଼ ବ୍ଲକ ଟପ୍ପର ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶକ୍ତି ପ୍ରସାଦ ମେହେର ପ୍ରକାଶ କରିଛନ୍ତି। ଏହି ସଫଳତାର ଶ୍ରେୟ ସେ ତାଙ୍କ ବାପା ବନ୍ଧୁ ବାହାନ ନାଏକ ଓ ମା ସୁବର୍ଣ୍ଣି ନାଏକ ଓ ବିଦ୍ୟାଳୟର ଗୁରୁଜନଙ୍କୁ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.