ବିଛୁବାହାଲି ସୁରଭି ଗୋଶାଳା ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଓଡିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ସୁରଭି ଗୋଶାଳା କମିଟି ପକ୍ଷରୁ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି I ପିପଲଡାବର ପଡ଼ା ଛକ ରାସ୍ତା ପାର୍ଶ୍ଵରେ ସୁରଭିଗୋଶାଳା କମିଟିର ସଭାପତି ଅଜିତ ଜୈନ (ତୁଳସୀ ଏନ୍‌ଏକ୍ସଟି)ଙ୍କ ସହଯୋଗରେ ଏହି ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି I ଏହି ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଶୋକ ଛାପଡ଼ିଆ ଯୋଗ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସୁରଭି ଗୋଶାଳା କମିଟିର ସଦସ୍ୟ ରାମୋତାର ଅଗ୍ରୱାଲ, ଅର୍ଜୁନ ଜୈସ ୱାଲ, ବନମାଳୀ ସାହୁ, ପ୍ରବୀଣ ଆରିଆ, ଲଳିତ ଅଗ୍ରୱାଲ, କୈଲାସ ଭାଇ ଓ ସୁରଭି ଗୋଶାଳା ଶ୍ରୀଗୋପାଳ ଜୀ ମନ୍ଦିର ପୂଜକ ବିକ୍ରମ ହୋତା ପ୍ରମୁଖ ଉପସ୍ଥିତ ଥିଲେ I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.