ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ ପକ୍ଷରୁ ଦୋଳ ପର୍ବ ପାଳନ

ଲାଙ୍ଗିର,୧୧/୩ : ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ ତରଫରୁ ବଲାଙ୍ଗିର ଜିଲ୍ଲା ପୁଈଁତଲା ବ୍ଲକ ବିରମୁଣ୍ଡା ଗ୍ରାମରେ ଶ୍ରୀରାଧା କୃଷ୍ଣଙ୍କ ପୂଜା କରି ଦୋଳ ପୂର୍ଣ୍ଣିମା ପର୍ବ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ବଳରାମ ସିଂ ଯାଦବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବଲାଙ୍ଗିର ଜିଲ୍ଲା ସାଧାରଣ ସମ୍ପାଦକ କୁମାର ପାଣ୍ଡେ ଯାଦବ, ଲୋଇସିଂହା ବ୍ଲକ ସଭାପତି ନନ୍ଦୀ କିଶୋର ଭୋଇ ଯାଦବ, ଲୋଇସିଂହା ବ୍ଲକ ଯୁବ ସମ୍ପାଦକ ଅଚ୍ୟୁତ ବଗର୍ତ୍ତୀ ଯାଦବ, ଲୋଇସିଂହା ବ୍ଲକ ଉପସଭାପତି କୁଳମଣି ବଞ୍ଚୋର୍ ଯାଦବ ଓ ଯାଦବ ସମାଜର ଭାଇ ବନ୍ଧୁ ମାନେ ଯୋଗ ଦେଇଥିଲେ ।

Udyog Nursery
Udyogi Nursery
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.