ଶୁଭମୁକ୍ତି ଅପେକ୍ଷାରେ କୋଶଳୀ ଫିଲ୍ମ ‘ଜୁଆ’

କଳାହାଣ୍ଡି,୨୧/୧: ଏକ ସଚେତନତା ମୂଳକ କୋଶଳୀ ଫିଲ୍ମ ‘ଜୁଆ’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ପ୍ରିୟମ ଡିଜିଟାଲ ନିବେଦିତ ଓ ଆଶୁତୋଷ ଦାସ ପ୍ରାୟୋଜିତ ଏହି ଫିଲ୍ମର କାହାଣୀ ମାନସ ରଞ୍ଜନ ବାଗ ଲେଖିଥିବା ବେଳେ ନରୋତ୍ତମ ସେଲମା ଓ ରଘୁରାଜ ସାହୁ ନିର୍ଦେଶନା ଦେଇଛନ୍ତି। ଏଥିରେ ରଘୁରାଜ, ମାନସ, ବସନ୍ତ, ମହେଶ୍ବର, ତପନ ଅଭିନୟ କରିଛନ୍ତି। ସଂଜୀବ ରଣା ଙ୍କ ସମ୍ପାଦନା ରେ ନିର୍ମିତ ଏହି ଫିଲ୍ମ ଆସନ୍ତା ଜାନୁଆରୀ ୨୬ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି।

Omkar Vasthu
Omkar Vasthu

For latest news & views update

Pearl dental clinic
Near Ashish Medical Store, Bhawanipatna

Click on bell button and subscribe to notifications.

Udyog Nursery
Udyogi Nursery

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.