ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହେଇଯାଇଛି। ମୁଖ୍ୟ ବିଚାରପତି ଏସ୍ ମୁରଲିଧର ସୂଚେଇଥିଲେ ଯେ, ଅସହାୟ ଗରୀବଶ୍ରେଣୀର ଲୋକମାନେ ୩୯ ଏ ପ୍ରାବିଧାନ ଆରଟିକଲରେ ଆଇନ ସହାୟତାରୁ ବଞ୍ଚିତ ହେବେ ନାର୍ହିଁ। ଏହି ବାର୍ତ୍ତା ଆଜିର ଦିନରେ ସମସ୍ତଙ୍କ ପାଖକୁ ଯାଉଛି। କାର୍ଯ୍ୟକ୍ରମରେ ବିଚାରପତି ୩୯ଏ ସାମ୍ବିଧାନିକ ଆରଟିକଲର ଶୁଭାରମ୍ଭ କରିଥିବାବେଳେ ଓକିଲ ସଂଘର ସଭାପତି ଜୟ କୁମାର ସିଂହଦେଓ, ସଂପାଦକ ଯତୀନ କୁମାର ସାହୁଙ୍କ ସମେତ ସମସ୍ତ ଆଇନଜୀବି ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.