କେସିଙ୍ଗା ଜେଏମଏଫସିରେ ଏପିପି ଭାବେ ପ୍ରକାଶ କୁମାର ଦାସଙ୍କୁ ନିଯୁକ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ରାଜ୍ୟ ସରକାରଙ୍କ ଆଇନ ବିଭାଗର ବିଜ୍ଞପ୍ତି ନମ୍ବର ୧-ଏଲ୍ଆର-୧୪/୨୦୨୦,ପତ୍ର ସଖ୍ୟା ୯୩୮୯/ ତାରିଖ ୨୩.୮.୨୦୨୨ ଅନୁସାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ ତୁଲାଇବା ପାଇଁ ୨୭ ଜଣ ଆଇନଜୀବୀଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ସେହି କ୍ରମରେ କେସିଙ୍ଗା ଜେଏମ୍ଏଫସି ପାଇଁ ଏପିପି ଭାବେ ଆଇନଜୀବୀ ପ୍ରକାଶ କୁମାର ଦାସଙ୍କୁ ପୁନର୍ବାର ନିଯୁକ୍ତି ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.