ଜାତୀୟ ଲୋକ ଅଦାଲତରେ ପରିବାର ଅଦାଲତର ୧୦ଟି ମାମଲାର ସମାଧାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ):  ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜଙ୍କ ଆନୁକୁଲ୍ୟରେ ରାୟଗଡା ପରିବାର ଅଦାଲତରେ ୨୦୨୩ ମସିହାର ପ୍ରଥମ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଅଲତରେ ତିନୋଟି ଦେଵ୍ଵାନୀ ମକଦ୍ଦମା ଓ ୭ଟି ଭରଣପୋଷଣ ମକଦ୍ଦମା ସହ ମୋଟ ୧୦ଟି ପରିବାର ମକଦ୍ଦମା ଆପୋଷ ସମାଧାନ ଜରିଆରେ ଫୈସଲା ହୋଇଯାଇଛି । ପରିବାର ଅଦାଲତର ବିଚାରପତି ଅମୃତରଞ୍ଜନ ନନ୍ଦ ଲୋକ ଅଦାଲତର ପରିଚାଳନା କରିଥିଲେ ଏବଂ କାଉନସେଲର ଆଶା ଆକାଶ ଗୁରୁ କାଉନସେଲିଂ ଜରିଆରେ ସହାୟତା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.