ଆସାମ ଚା ବଗିଚାରେ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ସରକାରଙ୍କ ନୂଆ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଜୁନ୍ ୧୯ରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଆସାମ ସରକାର ୩୮ଟି ନୂତନ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ସମାଜ ପାଇଁ ଉତ୍ସର୍ଗର୍ କରିବେ । ୩୮ଟି ବିଦ୍ୟାଳୟ ପକ୍ଷରୁ ୧୯ଟି ଚା ବଗିଚା ଅଞ୍ଚଳରେ ରହିବ ।

Omkar Vasthu
Omkar Vasthu

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ପ୍ରଶଂସନୀୟ ପଦକ୍ଷେପ । ଶିକ୍ଷା ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ଏହି ନୂତନ ମାଧ୍ୟମିକ ସ୍କୁଲଗୁଡ଼ିକ ଯୁବପିଢ଼ି ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିବ । ବିଶେଷକରି ଚା ବଗିଚା କ୍ଷେତ୍ର ପାଇଁ ପ୍ରତିବଦ୍ଧତା ବାବଦରେ ଜାଣି ଖୁସି ହେଲି ।’

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.