କୋକସରା ପୁଲିସର ଫ୍ଳାଗ୍ ମାର୍ଚ୍ଚ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କୋକସରା ଥାନା ପକ୍ଷରୁ ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ ଗୁରୁବାର ଫ୍ଳାଗ୍ ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ରନିତା ପ୍ରଧାନଙ୍କ ତତ୍ବାବଧାନରେ ଏସ୍ଆଇ ହେମନ୍ତ ପାତ୍ର, ଅନୀଲ କୁମାର ପାଢ଼ୀ, ଏଏସ୍ଆଇ ମନୋରଞ୍ଜନ ଆଚାର୍ଯ୍ୟ, ଡମ୍ବରୁଧର ନାଏକ, ଉଷା ହରିଜନ, ସନ୍ତୋଷ କୁମାର ନାଏକ ସମେତ ପୁଲିସ କର୍ମଚାରୀ ଓ ସିଆରପିଏଫ ଜବାନ ମାନେ ବଙ୍ଗୋମୁଣ୍ଡା ଛକ ଠାରୁ ଆରମ୍ଭ କରି କୋକସରା, ମୋଟେର ଏବଂ ଥାନା ଅଞ୍ଚଳକୁ ଯାଇ ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନ କରିବାକୁ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.