ଉତ୍କଳ ଯାଦବ ମହାସଭା ଧର୍ମଶାଳା ବ୍ଲକ କମିଟି ଗଠିତ: ମୁରଲୀ ପାଣ୍ଡବ ସଭାପତି, କୈଳାସ ଚନ୍ଦ୍ର ଦାସ ସମ୍ପାଦକ

ଯାଜପୁର: ଉତ୍କଳ ଯାଦବ ମହାସଭା ଯାଜପୁରର ଧର୍ମଶାଳା ବ୍ଲକ କମିଟି ଗଠିତ ହୋଇଯାଇଛି।ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶ ଓ ଉତ୍କଳ ଯାଦବ ମହାସଭା ଯାଜପୁର ଜିଲ୍ଲା ସଭାପତି ଗଣେଶ୍ୱର ଦାସଙ୍କ ଅନୁମୋଦନ କ୍ରମେ ଧର୍ମଶାଳା ବ୍ଲକର ସଭାପତି ଭାବେ ମୁରଲୀ ପାଣ୍ଡବ ଓ ସମ୍ପାଦକ ଭାବେ କୈଳାସ ଚନ୍ଦ୍ର ଦାସ ମନୋନୀତ ହୋଇଛନ୍ତି। ଏହି ନବ ନିଯୁକ୍ତ ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତାଙ୍କୁ ଯାଜପୁର ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯାଦବମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.