ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରିଡ଼ି ବ୍ଲକ ଅଳକା ମହାବିଦ୍ୟାଳୟ ପରିସରରେ ବିଜୁ ଯୁବ ଛାତ୍ର ଜନତା ଦଳ ତଥା ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀସ୍ତରୀୟ ରକ୍ତଦାନ ଶିବିର ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ବିଜୟ ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରର ଶୁଭ ଉଦଘାଟନ କରିଥିଲେ । ଏଥିରେ ସର୍ବମୋଟ ୨୫୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିରିଡ଼ି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ଯୁବ ସଂଗଠକ ଦେବୀ ପ୍ରସାଦ ତ୍ରିପାଠୀ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସମିତ କୁମାର ଲେଙ୍କା, ଜୀବନ ବିନ୍ଦୁ ସଂଯୋଜକ ମଧୁସୂଦନ ସାହୁ, ବରିଷ୍ଠ ନେତା ନୃଷିଂହ ଚରଣ ଦାଶ,ପବିତ୍ର ପଶାୟତ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନେତ୍ରାନନ୍ଦ ପାତ୍ର, ପ୍ରଦୀପ୍ତ ଭୂୟାଁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନାରାୟଣ ଜେନା, ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦ୍ରଶେଖର ଦାଶ, ଦୀପ୍ତି ରାୟ, ଇତିଶ୍ରୀ ମଲ୍ଲିକ, ବିରିଡ଼ି ବ୍ଲକ ବିଜେଡ଼ି ସଭାପତି ରବୀନ୍ଦ୍ର ରାଉଳ, ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ବ୍ଲକ ଛାତ୍ର ବିଜେଡ଼ି ସଭାପତି ଗୋରେଖ ଆଶ୍ରିତ ବେହେରା, ବ୍ଲକ ଯୁବ ବିଜେଡ଼ି ସଭାପତି ସୁଶାନ୍ତ ସାହୁ, ଜ୍ୟୋତି ରଞ୍ଜନ ବିଶ୍ଵାଳ, ବ୍ଲକ ଆତ୍ମା ଅଧ୍ୟକ୍ଷ ପ୍ରତାପ ବେହେରା, ଦିପ୍ତିମୟୀ ସାହୁ, ରଘୁନାଥପୁର ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା, ରଘୁନାଥପୁର ବ୍ଲକ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ଅନ୍ତାର୍ଯ୍ୟାମି ରାଉତ, ଯୁବ ବିଜେଡ଼ି ସଭାପତି ଜୋସେଫ ସ୍ବାଇଁ, ଛାତ୍ର ବିଜେଡ଼ି ସଭାପତି ଶକ୍ତି ଶଙ୍କର ପଟ୍ଟନାୟକ, ପ୍ରିୟବ୍ରତ ମଲ୍ଲିକ, ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି ସଭାପତି ସୁଭ୍ରକାନ୍ତ ଜେନା, ରାଜେଶ ମିଶ୍ର, ଦୀପ୍ତିମୟୀ ସେନାପତି, ପ୍ରକାଶ କୁମାର, ପ୍ରଶାନ୍ତ ସେଠୀ, ତାପସ ମହାରଣା,

Udyog Nursery
Udyogi Nursery

ତିର୍ତ୍ତୋଲ ବ୍ଲକ ସଂଗଠକ ତଥା ପୂର୍ବତନ ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର, ଅଶ୍ୱିନ ବିଶ୍ଵାଳ, ତିର୍ତ୍ତୋଲ ବ୍ଲକ ଛାତ୍ର ବିଜେଡ଼ି ସଭାପତି କାଳନ୍ଦି ଦାଶ, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଯୁବ ବିଜେଡ଼ି ସଭାପତି ସୁମିତ ଦାସ, ତିର୍ତ୍ତୋଲ ବ୍ଲକ ଛାତ୍ର ବିଜେଡ଼ି ସଭାପତି କାଳନ୍ଦି ଦାଶ, ବ୍ଲକ ଯୁବ ସଭାପତି ସୁଜିତ୍ ମହାନ୍ତି, ବ୍ଲକ ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର ମଲ୍ଲିକ, ଅଶ୍ୱିନ ବିଶ୍ଵାଳ, ଶ୍ରୀ ନିବାସ ଦାଶ, ଜିଲ୍ଲା ସଂଖ୍ୟା ଲଘୁ ସେଲ ସଭାପତି ମିର ଅଜମିର ଅଲି, ସୁରେନ୍ଦ୍ର ମହାପାତ୍ର, ଯଶୋବନ୍ତ ରାଉତ, ଧନ୍ୟ ରଞ୍ଜନ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.