ଯୁବ ଗୋଷ୍ଠି କାର୍ଯ୍ୟକ୍ରମ ଉଦଘାଟିତ 

କର୍ଲାମୁଣ୍ଡା,୨୮/୧୨:

Omkar Vasthu
Omkar Vasthu

ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଖଲିଆପାଲି ଯୁବ ଗୋଷ୍ଠି ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଉଦଘାଠିତ ହୋଇଯାଇଛି। ପାଞ୍ଚ ଦିନିଆ ଅଭିଜାନ କାର୍ଯ୍ୟକ୍ରମ ସଭାକାର୍ଯ୍ୟରେ ନେହେରୁ ଯୁବ କେନ୍ଦ୍ର ଭବାନୀପାଟଣାର ଲେଖପାଳ ଦୁତିଆ ବନଛୋରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋହିତ ପଧାନ, ସମ୍ମାନୀତ ଅତିଥି ପ୍ରିୟଙ୍କା ଶଂକର(ପ୍ରୋଗ୍ରାମ କୋଡିନେଟର), ଦିନବନ୍ଧୁ ସାହୁ (ସମାଜସେବୀ), ନେହେରୁ ଯୁବ କେନ୍ଦ୍ର ର ସ୍ବେଚ୍ଛାସେବୀ ମାନଙ୍କ ସହ ହରିହର ସାଂସ୍କୁତିକ କଳା ସଂସଦ ର କର୍ମକର୍ତା ତଥା ସଦସ୍ୟ ମାନେ ସରକାରଙ୍କ ଉନ୍ନତି ମୂଲକ ଯୋଜନା ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଡୋଲେନ୍ଦ୍ର ସାହୁ, ରଶ୍ମିତା ସୁନା, ଲକ୍ଷ୍ମି ସାହୁ, କିଶୋର ସାହୁ, ସୁଜାତା ରଥ, ଜଗତା ନନ୍ଦ ପଧାନ, ରୋହନ ନାଏକ, ଅଜୟ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Report by Nabin Kishor Sahu, Correspondent Karlamunda odiabarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.