କାଳବୈଶାଖୀରେ ଧରାସାୟୀ ହେଲା ଅନେକ ଗଛ : ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ବନ ବିଭାଗ

ଲାଞ୍ଜିଗଡ,୨୨/୫ : ଗତକାଲି କାଳବୈଶାଖୀ ପ୍ରଭାବରେ ଅନେକ ଗଛ ଉପୁଡିପଡି ରାସ୍ତାଘାଟ ଜାମ ହୋଇଯାଇଛି । ଆଜି ସକାଳୁ ବନ ବିଭାଗ ବନାଞ୍ଚଳର ସ୍ଥିତି ପରଖିବା ସହ ରାସ୍ଥାଘଟରେ ପଡିଥିବା ଗଛକୁ କାଟି ସଫାକରୁଥିବା ଦେଖାଯାଉଛି । ଲାଞ୍ଜିଗଡ଼ ରୋଡ ପଞ୍ଚାୟତ ଅନ୍ତର୍ଗତ ଦୂର୍ଭଟାରେ ଏକ ବିଶାଳକାୟ ଗଛ ରାସ୍ତାଉପରେ ପଡିଯିବା ଫଳରେ ଶିକରକୁପା – ନର୍ଲା ରାସ୍ତା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ତେଣୁ ଆଜି ସକାଳ ୮ଟାରୁ  ସିକେରକୁପା ଫରେଷ୍ଟ ଅଫିସରୁ କେତେ ଜଣ କର୍ମୀ ଆସି ଗଛ କାଟି ରାସ୍ତା ଉପରୁ କାଢି ବାହାର କରିଥିଲେ । ବିଷମ ଗୌଡ଼,ସରୋଜ ପ୍ରଧାନ, ଟେନି ସେନାପତି, କାର୍ତ୍ତିକ ନାଏକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ସାଧାରଣ ଜନତାର ଅସୁବିଧା ସମୟରେ ବନବିଭାଗର ଏପରି କାର୍ଯ୍ୟଧାରାକୁ ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି ।

Omkar Vasthu
Omkar Vasthu

 

ଲାଞ୍ଜିଗଡରୁ ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Udyog Nursery
Udyogi Nursery

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.