ନୂଆପଡା ଜିଲ୍ଲା ପାଣ୍ଠି ସମୀକ୍ଷକ ଅଧିକାରୀଙ୍କ ବଦଳି

ନୂଆପଡା,୧୪/୩ : ନୂଆପଡା ଜିଲ୍ଲା ପାଣ୍ଠି ସମୀକ୍ଷକ  ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ବଦଳି ହୋଇ ଯାଇଛି । ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ଦକ୍ଷୀଣ ବେହେରା ନୂତନ ଭାବେ ଯୋଗ ଦେଇଛନ୍ତି । ୩୦/୦୩/୨୦୧୫ ରୁ ଶ୍ରୀଯୁକ୍ତ ସାମନ୍ତରାୟ ନୂଆପଡା ଜିଲ୍ଲା ପାଣ୍ଠି ସମୀକ୍ଷକ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।

Omkar Vasthu
Omkar Vasthu

ସେ ସିନାପାଲି ମହୋତ୍ସବ ୨୦୧୭ ଓ ୨୦୧୮, ଖରିଆର ମହୋତ୍ସବ ୨୦୧୬, ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ, ଜେଲ ସଂସ୍କାର କାର୍ଯ୍ୟକ୍ରମ ର ୮ ଜିଲ୍ଲା ନବରଙ୍ଗପୁର, ବରଗଡ଼(ସୋହେଲା, ପଦ୍ମପୁର ), ବଲାଙ୍ଗୀର (ଟିଟଲାଗଡ଼ ), ନୂଆପଡା, ଖରିଆରରେ, ନୂଆପଡା ଯୁବ ମହୋତ୍ସବ ୨୦୧୬, ୨୦୧୭, ୨୦୧୮ ମାନସିକ ଅନଗ୍ରସର ଓ ଶାରୀରିକ ଅକ୍ଷମ କାର୍ଯ୍ୟକ୍ରମ , ଖାଉଟି ସୁରକ୍ଷା କାର୍ଯ୍ୟକ୍ରମ,  କୋଶଲି ଧନୁଯାତ୍ରା ନୂଆପଡା, ଡି.ଆଇ.ସି ଖରିଆର ରୋଡ ର ସଚେତନ କାର୍ଯ୍ୟକ୍ରମ, ନେସନାଲ ବିଦ୍ୟାଳୟ, ନେସନାଲ ମହାବିଦ୍ୟାଳୟ, ମହାମାୟା ମହାବିଦ୍ୟାଳୟ ଭଳି ଅନେକ ବଡ ବଡ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସମ୍ମାନିତ ଓ ସମ୍ବର୍ଧିତ ହୋଇଛନ୍ତି ।  ନୂଆପଡା ଜିଲ୍ଲାର ଜିଲ୍ଲା କୋଷାଗାର ଅଧିକାରୀ ଭାବରେ ମଧ୍ୟ ରେ ଜନସାଧାରଣ ଙ୍କ ସେବା କରି ଆସୁଥିଲେ ।

Pearl dental clinic
Near Ashish Medical Store, Bhawanipatna
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

MHSS Sunsunia, Nuapada ।। OB 90

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.