ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଚିଲିପା ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିପା ସରପଞ୍ଚ ​​ବିଭୁଦତ୍ତ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ବ୍ରାହ୍ମଣଛେଣ୍ଡିଆ ସରପଞ୍ଚ ମନୋଜ କୁମାର ନାୟକ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ବଙ୍କୀମ ଚନ୍ଦ୍ର ସାଗର, ସିଆରସିସି ଦେବର୍ସି ଜାଲ, ଶିକ୍ଷକ ବଟକୃଷ୍ଣ ପାତ୍ର, ରମଣୀ ରଂଜନ ଦୁର୍ଗା, ପାର୍ବତୀ କର, କୁସୁମା ବାଗ, ସୁରେନ୍ଦ୍ର କୁମାର ପଣ୍ଡା, କଲ୍ୟାଣୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.