ସତ୍ୟସାଇ ମନ୍ଦିରକୁ ଧକ୍କା ଦେଲା ଗଣପତି ବସ୍ 

ଟିଟିଲାଗଡ,୧୧/୩ : ଟିଟିଲାଗଡ଼ ବସଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ସତ୍ୟସାଇ ମନ୍ଦିରକୁ ଧକ୍କା ଦେଲା ଗଣପତି  (ଗାଡି ନଂ ଓଆର ୦୩ ଏ ୦୨୭୫) ପ୍ରାଇଭେଟ ବସ ।ସୁଚନା ଯୋଗ୍ୟ ଯେ ବସ ଟି ବଲାଙ୍ଗୀରରୁ ବାହାରି ବଡମାଲ୍ ଦେଇ ଟିଟିଲାଗଡ ଆସୁଥିବା ବେଳେ ଟିଟିଲାଗଡ ସର୍ଗିଗୁଡା ବସଷ୍ଟାଣ୍ଡରେ ପହଞ୍ଚି ଯାତ୍ରୀ ମାନେ ବସରୁ ଓଲ୍ଲାଇ ସାରିବା ପରେ ବସକୁ ସାଇଡ୍ କରିବା ପାଇଁ କଣ୍ଡକ୍‌ଟର ସିଗନାଲ ଦେବାରୁ  ଡ୍ରାଇଭର୍ ବସ କୁ ସତ୍ୟ ସାଇ ମନ୍ଦିର ପାର୍ଶ୍ବରେ ଛିଡା କରିବା ସମୟରେ ଭାରସାମ୍ୟ ହରାଇ ସତ୍ୟସାଇ ମନ୍ଦିର ର କାନ୍ଥ କୁ ଧକ୍କା ଦେଇଥିଲା । ଫଳରେ ବସ ଟି ମନ୍ଦିର ଭିତରକୁ ପସିଯିବା ବେଳେ ଅଳ୍ପ କେ ବର୍ତ୍ତିଯାଇଥିଲେ ଡ୍ରାଇଭର ।

Omkar Vasthu
Omkar Vasthu

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.