ହାକୁଆ ବଜାର ବ୍ୟବସାୟୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ଜିଲ୍ଲା ଉଷୁମା ଗ୍ରାମ ବାସିନ୍ଦା, ଧର୍ମପ୍ରାଣ ତଥା ହାକୁଆ ବଜାର କମିଟି ସଦସ୍ୟ ନରାୟଣ ସାହୁଙ୍କ ହୃଦଘାତରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ସାହୁଙ୍କ ମରଶରୀର ଗ୍ରାମ ପରିକ୍ରମା ହୋଇ ବିକ୍ରମ ସେନାପତି, ସନ୍ତୋଷ ଛାଟୋଇ, ବରୁଣ ପ୍ରଧାନ ଓ ଗ୍ରାମର ବହୁ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ନାରାୟଣ ସାହୁଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.