ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ବିତରଣ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ପ୍ରଶାସନ ତରଫରୁ ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇ ସାଇକେଲ ବିତରଣ କରାଯାଇଛି । ବ୍ଲକ ପରିସରରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଅଟଳ ବିହାରୀ ସ୍ବାଇଁ, ଏବିଡ଼ିଓ ସତ୍ୟଜିତ ସ୍ବାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାର ସାହୁ, କାର୍ଯ୍ୟକାରୀ ସହକାରୀ ଅରବିନ୍ଦ ଦାସ, କନିଷ୍ଠ ସହକାରୀ ଆଲୋକ ରାଉତ ପ୍ରମୁଖ ଉପସ୍ଥିତ ରହି ତିର୍ତ୍ତୋଲ ଗ୍ରାମପଞ୍ଚାୟତର ଉମେଶ ଚନ୍ଦ୍ର ମହାନ୍ତି ଓ ଗରାମ ପଞ୍ଚାୟତର ଅଲେଖ ଭୋଳଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.